ଶ୍ରୀଗୁଣ୍ଡିଚାରୁ ଆଜି ପର୍ଯ୍ୟନ୍ତ ରେକି ମିଶନ ପକ୍ଷରୁ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ

ଶ୍ରୀଗୁଣ୍ଡିଚାରୁ ଆଜି ପର୍ଯ୍ୟନ୍ତ ରେକି ମିଶନ ପକ୍ଷରୁ ଭକ୍ତମାନଙ୍କୁ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ #ପୁରୀ(ଏନ.ଏମ୍‌.): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ଶ୍ରୀଗୁଣ୍ଡିଚାରୁ ଆଜି ପଯ୍ୟନ୍ତ ରେକୀ ମିଶନ ଓଡ଼ିଶା ପକ୍ଷରୁ ଭକ୍ତମାନଙ୍କ ପାଇଁ ଯୋଗାଇ ଦେଉଛନ୍ତି ଅନନ୍ୟ ସେବା, ସକାଳ ୬ଟା ରୁ ୮ଟା ଶତାଧିକ କକ୍ତିସେନା ଓ ଗୁରୁସେନା ମାନେ ନରେନ୍ଦ୍ର ପୋଖରୀ ଓ ଏହାର ଆଖପାଖ ଅଞ୍ଚଳ ସଫେଇ କରିଛନ୍ତି । ପରେ ପରେ ୯ଟା…

Read More

କଟକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା

କଟକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା #କଟକ(ଏନ୍‌.ଏମ୍‌.): କଟକର ବିଭିନ୍ନ ସ୍ଥାନରେପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଯୋବ୍ରା ଠାରେ ରଥାରୂଢ଼ ଜଗନ୍ନାଥଙ୍କୁ ମାଉସୀମା ଘରୁ ସ୍ୱ ମନ୍ଦିରକୁ ଅଣାଯାଇଥିଲା । ଆଜି କଟକରେ ସମସ୍ତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ବାହୁଡ଼ାଯାତ୍ରାରେ ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ଓ ସୂଦର୍ଶନଙ୍କୁ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି । ଆସନ୍ତା କାଲି ସୁନାବେଶ ଓ ପରେ ଅଧରପଣା ଲାଗି ହେବା…

Read More

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପେଟ୍ଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ମର୍କତ ନଗର ବିକାଶ ପରିଷଦ ପକ୍ଷରୁ ନିତ୍ୟାନନ୍ଦ ରାଉତରାୟଙ୍କ ପୋରହିତ୍ୟରେ ସିଡିଏ ସ୍ଥିତ ସନ୍ତୁକା ପାଲେସ ଠାରେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ପ୍ରଚେଷ୍ଟା ଓ ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ଦିନରୁ ଘୋର ଅବହେଳିତ ଅବସ୍ଥାରେ ପଡି ରହିଥିବା ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ…

Read More