ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର #କଟକ(ଏନ୍‌.ଏମ୍‌): ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ)ଓଡିଶାର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଆହ୍ୱାନ କ୍ରମେ ଆଜି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟ ୧୧ଦଫା ଦାବି । ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏସୟୁଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସଂଘର ଏକ ଟିମ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ…

Read More

ଦୀପୁ, ଓମ୍ ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କୁ ଜେରା

ଦୀପୁ, ଓମ୍ ହତ୍ୟା ମାମଲା: ତଦନ୍ତକାରୀ ଅଧିକାରୀଙ୍କୁ ଜେରା #କଟକ(ଏନ୍‌.ଏମ୍‌.): ଦୀପୁ ଓ ଓମ୍ ହତ୍ୟା ମାମଲାରେ ଆଜି ଧଳସାମନ୍ତ ଭ୍ରାତା କଟକ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ହାଜର ହୋଇଥିଲେ । ମାମଲାର ତଦନ୍ତକାରୀ ଅଧିକାରୀ ଅଜୟ ଦାସ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତାଙ୍କୁ ଜେରା ଅଧା ରହିଥିବାବେଳେ ଆସନ୍ତା ଜୁଲାଇ ୨୪ର ତାରିଖରେ ମାମଲଶର ପରବର୍ତୀ ଶୁଣାଣି ହେବ । ସୂଚନାଥାଉକି ଗତ ୨୦୧୩ ନଭେମ୍ବର ୧୨ ତାରିଖରେ ଧଳସାମନ୍ତ…

Read More

ଜାତୀୟ ଖଣିଜ ବିକାଶ ନିଗମ ସହ ସିଏସଆଇଆର-ଆଇଏମଏମଟିର ଚୁକ୍ତି

ଜାତୀୟ ଖଣିଜ ବିକାଶ ନିଗମ ସହ ସିଏସଆଇଆର-ଆଇଏମଏମଟିର ଚୁକ୍ତି ଭୁବନେଶ୍ୱର (ଏନ୍‌.ଏମ୍‌.): ଲୁହାପଥର ଧୂଳି ଆବଦ୍ଧ ପାଇପ୍ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ପାଇଁ ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡିସି), ହାଇଦ୍ରାବାଦ ଏବଂ ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ-ଖଣିଜ ପଦାର୍ଥ ଏବଂ ସାମଗ୍ରୀ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ସିଏସଆଇଆର-ଆଇଏମଏମଟି), ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଲୁହାପଥର ଧୂଳି ଇଣ୍ଟର ପ୍ଲାଣ୍ଟ ଏବଂ ଇଣ୍ଟ୍ରା ପ୍ଲାଣ୍ଟ ପାଇପଲାଇନ ଭିତରେ ପରିବହନ ପାଇଁ ଡିଜାଇନ୍…

Read More

ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମ

ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ କଟକ ଜିଲ୍ଲାପାଳଙ୍କ ସାଧାରଣ ଅଭିଯୋଗ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୧୮ଟି ବ୍ୟକ୍ତିଗତ ଓ ୫ଟି ସାମୁହିକ ସହ ସମୁଦାୟ ମୋଟ ୧୨୩ଟି ଅଭିଯୋଗର ଶୁଣାଣି ହୋଇଥିଲା । ବାସଗୃହ, ବିଭିନ୍ନ ଭତ୍ତା, ବିଦ୍ୟୁତ୍‌, ଖାଦ୍ୟ ସୁରକ୍ଷା ଯୋଜନାରେ ପଡ଼ିକାର୍ଡ ପ୍ରଦାନ, ଏନଆରଜିଏସ କାର୍ଯ୍ୟ ତଥା ଅନ୍ୟାନ୍ୟ ଅଭିଯୋଗ ରହିଥିଲା । ସମସ୍ତ ଅଭିଯୋଗର…

Read More