କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର
କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର #କଟକ(ଏନ୍.ଏମ୍.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା କଟକର ଯୁବକଙ୍କ ପରିବାରକୁ ଆଜି ପୂର୍ବତନ ବିଧାୟକ ଓ ସିଏମସି ମେୟର ଭେଟିଛନ୍ତି । ପୁରୀରେ ପୁଲିସ କଲ୍ୟାଣ ବୋର୍ଡ଼ ଅଧୀନରେ ଠିକା ଭାବେ କାର୍ଯ୍ୟ କରୁଥିବା ରାଜବଗିଚାର କୁସୁନପୁର ସାହିର ଯୁବକ ରାକେଶ କୁମାର ବେହେରା ମୃତ୍ୟୁ…
