କଟକ ଜିଲ୍ଲା ନୂଆପାଟଣା ଠାରେ ବିର୍ସାମୁଣ୍ଡା ପ୍ରଭାତ ଶାଖା ପକ୍ଷରୁ ଆନ୍ତର୍ଜାତିୟ ଯୋଗ ଦିବସ
କଟକ ଜିଲ୍ଲା ନୂଆପାଟଣା ଠାରେ ବିର୍ସାମୁଣ୍ଡା ପ୍ରଭାତ ଶାଖା ପକ୍ଷରୁ ଆନ୍ତର୍ଜାତିୟ ଯୋଗ ଦିବସ #ଚୌଦ୍ୱାର (ଏନ୍.ଏମ୍.): ଯୋଗ ଦୂରକରେ ରୋଗ । ଯୋଗ ଭାରତର ଏକ ମୌଳିକ ଉପଚାର ଯାହାର ଶାରିରୀକ ଓ ମାନସିକସ୍ତରରେ ବେଶ ପ୍ରଭାବ ପକାଇଥାଏ । ଭାରତର ମୁନିରୁଷିମାନଙ୍କ ଠାରୁ ଆରମ୍ଭ ହୋଇଥିବା ଯୋଗ ସ୍ୱାସ୍ଥ୍ୟ ପାଇ ବେଶ ଉପଯୋଗୀ । ଯୋଗ ୱହ ପ୍ରକାଶ ହେ, ଯୋ ଏକ ବାର ଜଲା ଦିଆ ଯାଏ ତୋ, କଭି କମ ନେହିଁ…
