ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡ଼ା ପଞ୍ଚାୟତର ବାତ୍ୟା ଆଶ୍ରୟ ସ୍ଥଳିରେ ଓଡିଶା ସରକାରଙ୍କ ଓସଡ଼ମା ତରଫରୁ ପ୍ରତି ବର୍ଷ ପରି ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗୀ ବ୍ଲକ ବିଡିଓ ଆଶୁତୋଷ ମିଶ୍ର ଓ ଅତିରିକ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି…

Read More

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ     #ପୁରୀ (ଏନ୍‌.ଏମ୍‌.): ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସନ୍ତା କାଲି ଆରମ୍ଭ ହେବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତ ବଳରାମ ଓ ଭଗିନୀ ସୁଭଦ୍ରାଙ୍କ ସହ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହୋଇ ମାଉସୀମା’ ଘରକୁ ୯ଦିନ ପାଇଁ ବୁଲିଯିବେ । ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ଧାମ । ସ୍ନାନପୂର୍ଣ୍ଣିମାରେ ପ୍ରଭୁ ମହାସ୍ନାନ କରିବା ପରେ ଅସୁସ୍ଥ ହୋଇଥିଲେ । ସେବକ ବୈଦମାନଙ୍କ ବିଭିନ୍ନ…

Read More