ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା
ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା #ଭୁବନେଶ୍ୱର(ଏନ୍.ଏମ୍.): ଓଡିଶାର ପୁରାତନ ତଥା ବୃହତ୍ ଫେସନ୍ ମଡେଲ ପ୍ରଶିକ୍ଷଣ ସଂସ୍ଥା, ଓଡିଶା ଫେସନ ଭିଲ୍ଲା ତରଫରୁ ୨୦୨୩ ରଜ ଉତ୍ସବ ଉପଲକ୍ଷେ ରାଜକୁମାରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଯୁବତୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ପ୍ରତିଯୋଗିତା ଦ୍ୱାରା ବଛା ଯାଇଥିଲା ୧୫ ପ୍ରତିଯୋଗୀଙ୍କୁ । ଭୁବନେଶ୍ୱରର ଏକ ହୋଟେଲ୍ରେ ଏହି ପ୍ରତିଯୋଗିତାର…
