ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ
ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ #କଟକସଦର(ଏନ୍.ଏମ୍.): ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଲୋ ଦିଶୁଅଛି ଝଟଝଟ । ଏଭଳି ଲୋକଗୀତରେ ଉଛୁଳି ପଡ଼ିଥିଲା କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଡିଆ । ପହିଲି ରଜ ପୂର୍ବଦିନ ସଜବାଜ ରାତିରେ ଆଞ୍ଚଳିକ କଳା ପରିଷଦ ପକ୍ଷରୁ ମହାସମାରୋହରେ ଯଶପଡା ଠାରେ ୪ ଦିନିଆ ରଜ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏଥିରେ ଗ୍ଲୋବାଲ ଇଣ୍ଡିଆ ଗ୍ରୁପ…
