ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି
ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି #କଟକ (ଏନ୍.ଏମ୍.): କଟକ ମହାନଗର ନିଗମ ୨୭ ନମ୍ବର ୱାର୍ଡ ରାଉସାପାଟଣା ଠାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ରାୟଙ୍କ ଚା ଖଟି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସାମନ୍ତରାୟ ଯୋଗଦେଇ ୱାର୍ଡ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି ଅଞ୍ଚଳର ଯେ କୌଣସି ସମସ୍ୟା ରହିଛି ଆଗାମୀ ଦିନରେ ତାହା…
