ମୟୂରଭଞ୍ଜରେ ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାର୍ଥ ମାମଲା: ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ମୟୂରଭଞ୍ଜରେ ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାର୍ଥ ମାମଲା: ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ #କଟକ(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଡୁବୁକୁସାହିରେ ପାନୀୟ ଜଳ ସମସ୍ୟା ପ୍ରସଙ୍ଗ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ମାମଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରଦ୍ଧାସୁମନ ସିଂଙ୍କ ପକ୍ଷରୁ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଓ ବିଚାରପତି…
