ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ

ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ #ଗୁରୁଡ଼ିଝାଟିଆ(ଏନ୍‍.ଏମ୍‍.): ବିଶ୍ୱାସରେ ବିଷ ଦେଇଛି ଡ୍ରାଇଭର । ଟ୍ରକକୁ ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଚୌଦ୍ୱାର ଥାନା ଅନ୍ତର୍ଗତ ସୀମିଲିହାଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଆନନ୍ଦ ଚନ୍ଦ୍ର ବେହେରା ଟ୍ରକରେ ପରିବହନ ବ୍ୟବସାୟ କରିଥାନ୍ତି । ନିଜେ ଟ୍ରକ ଟିଏ କିଣି ପରିବହନ କାର୍ଯ୍ୟରେ ତାହାକୁ ଲଗାଇ ରୋଜଗାର କରନ୍ତି…

Read More