ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ
ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ #ପୁରୀ(ଏନ୍.ଏମ୍.): ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଯାଇଛି । ମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି । ମୃତ ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଅମ୍ବାଲାଲ ବୋଲି ସୂଚନା ମିଳିଛି । ଅମ୍ବାଲାଲ ନିଜ ପରିବାର ସହ ସ୍ନାନ ପୂର୍ଣ୍ଣିମୀ ଦେଖିବାକୁ ପୁରୀ ଶ୍ରୀକ୍ଷେତ୍ର ଧାମକୁ ଆସିଥିଲେ । ସ୍ନାନ ମଣ୍ଡପ ସମ୍ମୁଖରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ…
