ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ
ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ #ଭୁବନେଶ୍ୱର/ ନବରଙ୍ଗପୁର(ଏନ୍.ଏମ୍.): ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି ସହ ୪୨୦୦ଟଙ୍କାର ଗ୍ରେଡ୍ ପେ’ ଦାବି କରି ଅମଲାମାନେ…
