ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା
ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା [caption id="attachment_8116" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ଜୋରନ୍ଦା ମେଡିକାଲ ଠାରେ ବିଶ୍ୱ କୁଷ୍ଠ ଦିବସ ପାଳିତ ହୋଇଯାଇଛି ।…




