ଷଣ୍ଢ ଉପଦ୍ରବରେ ଆତଙ୍କିତ ଜଗତପୁର ଅଞ୍ଚଳବାସୀ: ସିଏମସି ଏଠାରେ ଛାଡ଼ି ଦେଉଥିବା ଅଭିଯୋଗ
ଷଣ୍ଢ ଉପଦ୍ରବରେ ଆତଙ୍କିତ ଜଗତପୁର ଅଞ୍ଚଳବାସୀ: ସିଏମସି ଏଠାରେ ଛାଡ଼ି ଦେଉଥିବା ଅଭିଯୋଗ [caption id="attachment_7977" align="alignnone" width="300"] News by Kanhu charan Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁରରେ ପୁଣି ଷଣ୍ଢ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ।…








