ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ [caption id="attachment_7125" align="alignnone" width="277"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଜାନୁଆରୀ ୧୫ ତାରିଖରୁ ଚାଲଣ କଟାଯିବ ବୋଲି ଆଜି ଅତିରିକ୍ତ ପରିବହନ (ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀ ସୂଚନା…




