ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା, ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ
ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ [caption id="attachment_4570" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ.ଏମ୍.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉନ୍ନତି ଓ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ…











