ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର
ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର [caption id="attachment_5920" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍.ଏମ୍.): ପ୍ରଭୁ ଶିବଶଙ୍କରଙ୍କ ଜଳଲାଗି ନିମନ୍ତେ ଯାଉଥିବା ଜଣେ ମହିଳା କାଉଡ଼ିଆ ଆଜି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ଅବସ୍ଥା…












