ଆଠଗଡ଼ ମହୋତ୍ସବ ଉଦ୍ଘାଟିତ
ଆଠଗଡ଼ ମହୋତ୍ସବ ଉଦ୍ଘାଟିତ [caption id="attachment_7339" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍.ଏମ୍.): ଆଗଠଡ଼ର ବହୁ ପ୍ରତୀକ୍ଷିତ ମହୋତ୍ସବ ଗଡ଼ଜାତ ମହୋତ୍ସବ ନୂଆ ରୂପରେ ଆଠଗଡ ମହୋତ୍ସବ ନାମରେ ଆଜି ସନ୍ଧ୍ୟାରେ ଶୁଭାରମ୍ଭ ହୋଇଛି । ବିଗତ ସାତ ବର୍ଷ ଧରି ବନ୍ଦ୍ ରହିଥିବା…







