ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ
ପଦ୍ମପୁର ଉପନିର୍ବାଚନ ବାଜି ମାରିନେଲେ ବର୍ଷା: ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ ଭୁବନେଶ୍ୱର (ଏନ୍.ଏମ୍.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ବିଜେଡି ନିଜର ଦପଦପାକୁ ଜାହିର କରିଛି । ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ପରେବିଜେଡି ପ୍ରାର୍ଥୀ ବର୍ଷା ସିଂ…



