ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ
ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ [caption id="attachment_7241" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଭୁବନେଶ୍ୱର/ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଶିଳ୍ପର ପୁନରୁଦ୍ଧାର ନେଇ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଓଟିଏମ ଶ୍ରମିକମାନେ…





