କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ
କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ ମାର୍ଶାଘାଇ/ପାଟକୁରା/କେନ୍ଦ୍ରାପଡ଼ା (ଏନ୍.ଏମ୍.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସାରା ରାଜ୍ୟରେ ଏବେ ବନ୍ୟାର ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ ସମେତ ଶାଖାନଦୀରେ ବନ୍ୟା ଦେଖିବାକୁ ମିଳିଛି । ଦୀର୍ଘ ୧୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ଆସିନଥିବା ବେଳେ ଚଳିତ ବର୍ଷ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଥି ଯୋଗୁ କେନ୍ଦ୍ରାପଡ଼ାରେ ପ୍ରବାହିତ ଏହି ନଦୀର ବିଭିନ୍ନ ଶାଖାରେ ବନ୍ୟାଜଳସ୍ଥର ବୃଦ୍ଧିପାଇବାରେ ଲାଗିଛି…
