ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବର୍ଷାଙ୍କୁ ବଡ଼ ଝଟକା, ସୁଜିତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍.ଏମ୍.): ସେଲିବ୍ରିଟି ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ କନ୍ଦଳ ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି । କେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ତଥା ତାଙ୍କ ସହଯୋଗୀଙ୍କ ଉପରେ ଆରୋପ ଲଗାଉଛନ୍ତି ତ…




