ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଯବାନ ମାନଙ୍କୁ ରାକ୍ଷୀ ଭେଟି [caption id="attachment_6026" align="alignnone" width="300"] Photo From Ananda Prasad Rout (Bhadrak)[/caption] ଭଦ୍ରକ(ଏନ୍‍.ଏମ୍‍.): ଦେଶରେ ସ୍ୱାଧୀନତା ପ୍ରାପ୍ତିର ୭୫ତମ ପୂର୍ତ୍ତି ପାଳନ ହେଉଛି । ଏହି ଅବସରରେ କୁନିକୁନି ପିଲାମାନେ ଯବାନମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଭେଟି…

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ

ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ବିଶ୍ୱସ୍ଥରୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ [caption id="attachment_6023" align="alignnone" width="300"] News by Ajit Kumar Mallick (Konark)[/caption] କୋଣାର୍କ(ଏନ୍‍.ଏମ୍‍.): ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳରେ ଦୀର୍ଘଦିନ ଧରି ବ୍ୟବସାୟ କରି…

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ [caption id="attachment_6020" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍‍.ଏମ୍‍.): କାନ୍ଥ ଭୁଷୁଡି ପଡିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ଘଟଣା ଆଠଗଡ଼ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ତେବେ ମୃତା ବୃଦ୍ଧାଙ୍କ ନାମ ଭାରତୀ ଜେନା…

ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ

ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ [caption id="attachment_6017" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ(ଏନ୍‍.ଏମ୍‍.): ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ…