ପଥରଗଣ୍ଡ ଗୋଷ୍ଠୀ ସଂଘର୍ଷ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ପଥରଗଣ୍ଡ ଗୋଷ୍ଠୀ ସଂଘର୍ଷ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ [caption id="attachment_5966" align="alignnone" width="169"] News by Sambitbhushan Senapati (Khandapada)[/caption] ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ଥାନା ଅଧିନ ଗଡିଆସାହି ପଞ୍ଚାୟତ ପଥରଗଣ୍ଡ ଗ୍ରାମରେ ନିର୍ବାଚନୀ ହିଂସା ଥମିବାରେ ନାଁ ଧରୁନି । ଦୀର୍ଘ ଦିନ ଧରି ଛକାପଞ୍ଝା ଚାଲିଥିବାବେଳେ…



