ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର
ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର [caption id="attachment_4248" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କଟକ ସହରରେ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ବୃଦ୍ଧି ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ମଧ୍ୟ ନିଜର…


