ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା
ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା [caption id="attachment_4162" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.):ଯାତ୍ରା ଜଗତର ବରିଷ୍ଠ କଳାକାର ନିତ୍ୟାନନ୍ଦ ପାଢୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ କଟକ ବଡ଼ ମେଡ଼ିକାଲ(ଏସସିବି) ହୃଦରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି । ଗୁରୁବାର ଅସୁସ୍ଥ ଶ୍ରୀ ପାଢୀଙ୍କୁ…



