କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ [caption id="attachment_4230" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି…

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା [caption id="attachment_4226" align="alignnone" width="300"] Photo From Kanhu[/caption] କଟକ(ଏନ୍‌.ଏମ୍‌.): ସିଏମସି ୪୮ ନମ୍ବର ୱାର୍ଡ଼ରେ ବିଜୁ ଜନତା ଦଳର ଏହି ଅସହ୍ୟ ଖରାରେ ହାତରେ ଛତା ଧରି ନିଆରା ଢଙ୍ଗରେ ପ୍ରଚାର…

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ

କଟକରେ ଆଦିବାସୀଙ୍କ ପାଇଁ 'ଦାମୋଦର'ଘାଟ କରିବେ ବୃନ୍ଦାବନ ଦାସ ଆଜାଦ [caption id="attachment_4222" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦ ପକ୍ଷରୁ କଟକ ମହାନଗର ନିଗମରେ…

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା [caption id="attachment_4218" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ଏସ୍‌ୟୁସିଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା ହୋଇଥିଲା ।…

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର [caption id="attachment_4214" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ…

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ ଜଗତପୁର(ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତେ ସରଗରମ ହେଉଛି । ବିଶେଷ କରି ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦୀର୍ଘ ବର୍ଷ ଧରି…

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ [caption id="attachment_4207" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ବରିଷ୍ଠ ନାଗରିକ କ୍ଲବର ସାଧାରଣ ଅଧିବେଶ ସ୍ଥାନୀୟ ମହିମା ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ଶିଶିର…