ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା କଟକ(ଏନ୍‌.ଏମ୍‌.): ଗୋପବନ୍ଧୁ ସେବା ସଂଗଠନର ସହ ସମ୍ପାଦକ ପ୍ରମେୟ କାନୁନଗୋଙ୍କ ବିୟୋଗରେ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗତପୁରସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ୱର୍ଗତ ପ୍ରମେୟ କାନୁନଗୋଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ନିରବ ପ୍ରାର୍ଥନା କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର…

Read More

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ ଭୁବନେଶ୍ୱର(ଏନ୍‌.ଏମ୍‌.) : କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ । ଠିକ୍ ଯେମିତି ବୁଲନ୍ଦଶାହର ଏକ ଝିଅ ସାଇମାଙ୍କ କ୍ଷେତ୍ରରେ ହେଲା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନିରେ ସାଇମାଙ୍କ ଚିକିତ୍ସାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଶ୍ୱ ପ୍ରସିଦ୍ଧ କ୍ୟାନସର ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ…

Read More

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ସମନ୍ୱୟ ବୈଠକ

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ମହାଶିବରାତ୍ରୀ ପର୍ବ ନିମନ୍ତେ ସମନ୍ୱୟ ବୈଠକ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ରାତି ୧୦ ଟାରେ ଉଠିବ ମହାଦୀପ ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ ପାଳନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ…

Read More

ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା

ଭୋଟ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ନିର୍ବାଚନ କମିଶନଙ୍କ ସମୀକ୍ଷା ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ଯ୍ୟାୟ ଶେଷ ହୋଇଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ଆବଦ୍ଧ ରହିଛି । ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍ ମୁଖ୍ୟାଳୟଠାରେ ୩ ଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ । ଭୋଟଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ…

Read More

କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ

କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ କଟକ(ଏନ୍‌.ଏମ୍‌.): କଟକ ପୌରପରିଷଦର ଉପନଗରପାଳ ବିଜୟ ମହାପାତ୍ର (ବେଙ୍ଗ)ଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ କନକ, ତିନିପୁତ୍ର ବିଶ୍ୱଜିତ, ସତ୍ୟଜିତ୍ ଓ ଅଜିତ୍‌, ତିନିଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଗତ ୧୫ ତାରିଖରେ ତାଙ୍କର ହଠାତ ଉଦର ପୀଡ଼ା ହେବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ପରଦିନ…

Read More

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ପଦକ

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୯ ପଦକ କଟକ(ଏନ୍‌.ଏମ୍‌.): ଦ୍ୱାଦଶତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ଓ ଦ୍ୱିତୀୟ ଫେଡେରେସନ୍ କପ୍ ଗତ ୧୪ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ୧୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସଫଳତା ପାଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍‌ମୋଲ ନାୟକ, ମନିଷ କୁମାର ଲାକ୍ରା, ଆଦିତ୍ୟ ପ୍ରସାଦ ଦାସ, ବୈଷ୍ଣବି ସେନାପତି, ବୈଶିଷ୍ଟ…

Read More

ନିମପୁର ଉଚ୍ଚ ବିଦ୍ୟାଳୟ ୨୦୦୬ ମସିହା ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ

ନିମପୁର ଉଚ୍ଚ ବିଦ୍ୟାଳୟ ୨୦୦୬ ମସିହା ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଜଗତପୁରସ୍ଥିତ ନିମପୁର ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଜଗତପୁର ଆଇବି ରୋଡରେ ଥିବା ଜେମାମଣି ମଣ୍ଡପରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ବିନତୀ ପାଣି ଛାତ୍ରଛାତ୍ରୀମାନଙ୍କ ସହ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ…

Read More

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି

ଯାଜପୁର ନିର୍ବାଚନୀ ହିଂସା: ଏଯାଏ ୯୮ ଜଣ ଗିରଫ ହେଲେଣି ଯାଜପୁର(ଏନ୍‌.ଏମ୍‌.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଶେଷ ହୋଇଛି । ଏହି ଅବସରରେ ରାଜ୍ୟର ୨୭ଟି ଜିଲ୍ଲାରେ ମତଦାନ ହୋଇଛି । ରାଜ୍ୟର ୬୪ଟି ବ୍ଲକର ୧୬୩ଟି ଜିଲ୍ଲାପରିଷଦ ଜୋନରେ ମତଦାତାମାନେ ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି । ମୋଟ ୧୭ହଜାର ୦୮୯ଟି ବୁଥରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ତେବେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ…

Read More

‘ଜିମସାର’ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

‘ଜିମସାର’ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅଞ୍ଚଳରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ରେ ଆଜି ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରସ୍ତାବିତ ବହୁତଳ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ…

Read More

ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କ ବାର୍ଷିକ ଉତ୍ସବ

ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କ ବାର୍ଷିକ ଉତ୍ସବ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କର ଜଗତର କଲ୍ୟାଣ ହେବା ସହିତ ଗ୍ରାମର ମଙ୍ଗଳ ନିମନ୍ତେ ହୋମ ଯଜ୍ଞ କରାଯାଇ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଧାର୍ମିକ ତଥା କଲ୍ୟାଣମୟୀ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଦୀପକ ଶତପଥି ଓ ବାପି ଦାସ ପ୍ରମୁଖ ମା’ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । କର୍ତ୍ତା ଓ କର୍ତ୍ତି ଭାବେ ହରେକୃଷ୍ଣ ମୁଳିଆ…

Read More

‘ଆଜାଦୀ କା ଅମୃତ ମହୋତ୍ସବ’ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ

‘ଆଜାଦୀ କା ଅମୃତ ମହୋତ୍ସବ’ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଭୁକ୍ତ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ସାରା ଦେଶର ୭୫ଟି ସ୍ଥାନରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମନ୍ଦିର ନଗରୀ ଭୁବନେଶ୍ୱରରେ ମଧ୍ୟ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ…

Read More

ପୌରସଂସ୍ଥା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ପୌରସଂସ୍ଥା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଭୁବନେଶ୍ୱର(ଏନ୍‌.ଏମ୍‌.):ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍‌ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ…

Read More