ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ
ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ, ୪ ଅଟକ କଟକ(ଏନ୍.ଏମ୍.): କଟକରେ ପୁଣି ନକଲି ସାମଗ୍ରୀ ଜବତ ହୋଇଛି । ଗଙ୍ଗା ମନ୍ଦିର ଅଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା ଏକ ନକଲି ଧୂପକାଠି କାରଖାନାରେ ଲାଲବାଗ ପୁଲିସ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ନକଲି ଧୂପକାଠି ପ୍ୟାକେଟ, କଞ୍ଚାମାଲ ଓ ମେସିନ୍କୁ ମିଶାଇ ସମୁଦାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ନକଲି ଧୂପକାଠି ପ୍ରସ୍ତୁତ ପାଇଁ କଲିକତାରୁ ଯାବତୀୟ…
