ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୁନୀତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ବିଶ୍ୱାଳ ରାଜ୍ୟର ପ୍ରଥମ ଆଦିବାସୀ…

Read More

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !

ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ ! କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରବଳ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍ ରିଗିଂ ଦେଖିବାକୁ ମିଳିଥିବାବେଳେ ଏ ନେଇ ପ୍ରଶାସନ ନାକେଦମ ହେବାକୁ ପଡ଼ିଛି । ତେବେ ବହୁ କଷ୍ଟରେ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଠାରୁ ଗଣତି ଆରମ୍ଭ ହେବ । ପୂର୍ବରୁ ମତଦାନ ଦିନ ହିଁ ଭୋଟ…

Read More

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇ ଯାଇଛି । ଉଭୟସେନାଙ୍କ ମଧ୍ୟରେ ଗୁଳିବିନିମୟ ସାଙ୍ଗକୁ ବୋମା ବିସ୍ପୋରଣ ଜନସାଧାରଣଙ୍କୁ ମଧ୍ୟ ଭୟଭୀତ କରି ପକାଇଛି । ଗୋଟିଏ ପଟେ ୟୁକ୍ରେନକୁ କୌଣସି ରାଷ୍ଟ୍ର ସହାୟତା କରୁନଥିବା ନେଇ ୟୁକ୍ରେନ ମଧ୍ୟ ସ୍ୱୀକାର କରିଛି । କିଭରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି…

Read More

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ପୌର ନିର୍ବାଚନ ପାଇଁ ଘୋଷଣା: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଆଜିଠୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ଭୁବନେଶ୍ୱର(ଏନ.ଏମ୍‌.): ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପରେ ଆଜି ଫେବୃୟାରୀ ୨୫ତାରିଖରେ ପୌର ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଛି । ଆଜି ଏ ନେଇ ନିର୍ବାଚନ ଆୟୁକ୍ତ ଘୋଷଣା କରିଛନ୍ତି । ଆଜିଠାରୁ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ…

Read More