‘ଜିମସାର’ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

‘ଜିମସାର’ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅଞ୍ଚଳରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ରେ ଆଜି ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରସ୍ତାବିତ ବହୁତଳ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ…

Read More

ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କ ବାର୍ଷିକ ଉତ୍ସବ

ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କ ବାର୍ଷିକ ଉତ୍ସବ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କର ଜଗତର କଲ୍ୟାଣ ହେବା ସହିତ ଗ୍ରାମର ମଙ୍ଗଳ ନିମନ୍ତେ ହୋମ ଯଜ୍ଞ କରାଯାଇ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଧାର୍ମିକ ତଥା କଲ୍ୟାଣମୟୀ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଦୀପକ ଶତପଥି ଓ ବାପି ଦାସ ପ୍ରମୁଖ ମା’ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । କର୍ତ୍ତା ଓ କର୍ତ୍ତି ଭାବେ ହରେକୃଷ୍ଣ ମୁଳିଆ…

Read More

‘ଆଜାଦୀ କା ଅମୃତ ମହୋତ୍ସବ’ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ

‘ଆଜାଦୀ କା ଅମୃତ ମହୋତ୍ସବ’ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଭୁକ୍ତ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ସାରା ଦେଶର ୭୫ଟି ସ୍ଥାନରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମନ୍ଦିର ନଗରୀ ଭୁବନେଶ୍ୱରରେ ମଧ୍ୟ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ…

Read More

ପୌରସଂସ୍ଥା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ପୌରସଂସ୍ଥା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଭୁବନେଶ୍ୱର(ଏନ୍‌.ଏମ୍‌.):ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍‌ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ…

Read More