ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି କଟକ(ଏନ୍‌.ଏମ୍‌.):  ଓଡ଼ିଶା ହାଇକୋର୍ଟର ୩ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ନୂତନ କୋଠାର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ସାଢ଼େ ୯ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ନବନିଯୁକ୍ତ ବିଚାରପତି ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମ୍‍.ଏସ୍‍. ରମଣଙ୍କୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‍ ଏସ୍‍. ମୁରଲୀଧର ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଉତ୍ସବରେ ହାଇକୋର୍ଟର…

Read More