ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ
ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ କଟକ(ଏନ୍.ଏମ୍.): ଜଗତପୁର ଟୁର୍ଣ୍ଣାମେଣ୍ଟ ନନ୍ଷ୍ଟପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ନିମପୁର ଖେଳ ପଡିଆରେ ଦୁଇ ଦିନ ବ୍ୟାପି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଡାକ୍ତର ସରୋଜ ସାହୁ, ସମାଜସେବୀ ମାନସ ନାୟକ, ପ୍ରାନ୍ତିକ୍ ପରିଡା ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କଟକ ବ୍ଲୁ ମୁନ୍ ଫାଇନାଲ ମ୍ୟାଚରେ…
