ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ କଟକ(ଏନ୍‌.ଏମ୍‌): କୁହା ଯାଉଛି ରକ୍ତଦାନ ଜୀବନ ଦାନ । ଏହି ନ୍ୟାୟରେ ରାଜ୍ୟରେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥାନ୍ତି । ତେବେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି । ହେଲେ ରକ୍ତଭଣ୍ଡାରରେ ଥିବା ରକ୍ତ ରୋଗୀ ପାଇବା ପାଇଁ ହିନସ୍ତା ହେଉଥିବାବେଳେ କର୍ମଚାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି ।…

Read More

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ଲତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି କଟକ (ଏନ୍‌.ଏମ୍‌.): କଟକ ନଗର ଯୁବମୋର୍ଚ୍ଚା ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଦୋଳମୁଣ୍ଡାଇ ଛକ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ଉପସଭାପତି କ୍ଷୀତିଶ ବେହେରା, ଧନଞ୍ଜୟ ମୂଲିଆ,…

Read More

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି ନରସିଂହପୁର(ଏନ୍‌.ଏମ୍‌.): ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଯୁଯୁମରା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ମିଳିଥିବ ସୂଚନା ଅନୁସାରେ,…

Read More

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର

ବିରୂପା ବ୍ରିଜ ତଳୁୁ ଅଚିହ୍ନା ମୃତ ଦେହ ଉଦ୍ଧାର କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି ପାଶ୍ୱର୍ ବିରୂପା ବ୍ରିଜ ତଳୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଖବର ପାଇ ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତ ଦେହକୁ ଉଦ୍ଧାର କରିଥିଲା । ମିଳିଥିବା ସୂଚନା ଅନୁଯାଇ, କିଛି ଦିନ ତଳୁ ମୃତ ଦେହଟି ପଡିରହି ଥିବାର ସ୍ଥାନୀୟ ଲୋକ ନଜରକୁ ଆସିବା ପରେ ଜଗତପୁର ଥାନାକୁ ଖବର…

Read More

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ କଟକ(ଏନ୍‌.ଏମ୍‌.): ବିଭିନ୍ନ ସଂସ୍ଥାରେ ଚାକିରୀ କରାଇ ଦେବା ନାମରେ ଦଲାଲଙ୍କ ଉତ୍ପପାତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଚାକିରି ପାଇବା ଆଶାରେ ଠକାମୀର ଶିକାର ହେଉଛନ୍ତି ଯୁବ ଗୋଷ୍ଠୀ । ଏହି ଭଳି ଏକ ଘଟଣା ଘଟିଛି ଜଗତପୁର ଅଞ୍ଚଳରେ । ଦୈନିକ ବ୍ୟକ୍ତିଙ୍କୁ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରାଇ ଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଦଲାଲଙ୍କୁ ଜଗତପୁର…

Read More