ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ
ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନ୍ ଲୁଟ୍ ଘଟଣାରେ ୫ ଗିରଫ, ୧୨ଲକ୍ଷ ଟଙ୍କାର ମଦ ସହ ୩ ଗାଡି ଜବତ କଟକ(ଏନ୍.ଏମ୍.): ବିରୂପାନଦୀ ବନ୍ଧ ପାର୍ଶ୍ୱ ନୂଆସାହି ରାସ୍ତାରେ ଗତ ୨୭ ତାରିଖରେ ଏକ ବିଦେଶୀ ମଦ ବୋଝେଇ ପିକପ୍ ଭ୍ୟାନକୁ ଲୁଟ୍ କରି ନେଇଥିବା ଘଟଣାରେ ଜଗତପୁର ପୁଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଟାଙ୍ଗୀ ଥାନା ନରେନ୍ଦ୍ରପୁର ଅଞ୍ଚଳର ପିକପ୍ ଭ୍ୟାନ ଡ୍ରାଇଭର ଗୋପନ ଓରଫ ମଙ୍ଗଲ…
