ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ
ବିଶିଷ୍ଟ ଅଭିନେତା ମିହିର ଦାସ ଅସୁସ୍ଥ କଟକ(ଏନ୍.ଏମ୍.): ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ତେବେ ସେ ଗତ ୭ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ହୋଇପଡ଼ିଥିବା ତାଙ୍କ…












