କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା

ଅଢେଇ ମାସରେ ୧୪ ଜଣ ଫେରସ୍ତ ପାଇଲେ ସାଢେ ୫ଲକ୍ଷ କଟକ (ଏନ୍.ଏମ୍.): ଲକଡାଉନ ଯୋଗୁ ଅଧିକାଂଶ ଲୋକେ ‘ୱାର୍କ ଫ୍ରମ ହୋମ’ ବା ଘରେ ରହି ଅନଲାଇନରେ ଅଫିସ କାର୍ଯ୍ୟ କରୁଛନ୍ତି । ଏହି ସୁଯୋଗରେ ସାଇବର ଠକମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କ ସର୍ବସ୍ୱ ଲୁଟି ନେଉଛନ୍ତି…

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ ଭୁବନେଶ୍ୱର(ଏନ୍.ଏମ୍.): କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଛନ୍ତି । ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନକୁ ବୃଦ୍ଧି…

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ତଥାପି କମିନି ବିପଦ : ପ୍ରଦୀପ୍ତ କୁମାର ମହାପାତ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ତଥାପି କମିନି ବିପଦ : ପ୍ରଦୀପ୍ତ କୁମାର ମହାପାତ୍ର

ଭୁବନେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମେ’ମାସ ୨୨ତାରିଖରେ ସର୍ବାଧିକ ୧୨,୮୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ବାତ୍ୟା…

ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ

ଚୌଦ୍ୱାର ପୌରପାଳିକା ଅଂଚଳ ରେ ରାସନ ସାମଗ୍ରୀ ବଣ୍ଟନ ରେ ହେରଫେର ଅଭିଯୋଗ ଚୌଦ୍ବାର (ଏନ୍.ଏମ୍.): ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡ ହିତାଧିକାରୀ ଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବ ରେ ଚାଉଳ ବଣ୍ଟନ କରାଯାଉଥିଲା | ଉକ୍ତ ଅଂଚଳ…

ସହରରେ ଥିବା କୋଭିଡ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ସହରରେ ଥିବା କୋଭିଡ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ

ସମ୍ପର୍କୀୟ ପାଇପାରିବେ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ କଟକ(ଏନ୍.ଏମ୍.): ସହରରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଟିକିନିକି ଖବର ସେମାନଙ୍କ ସମ୍ପର୍କୀୟ ମାନେ ପାଇ ପାରିବେ । ପୂର୍ବରୁ ରୋକୀଙ୍କ ସମ୍ପର୍କୀୟ ମାନେ ତଥ୍ୟ ପାଇବା ଲାଗି ହନନ୍ତସନ୍ତ ହେବାକୁ ପଡୁଥିଲା । ଏବେ ଆଉ ହନ୍ତସନ୍ତ…

ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ

କଟକ(ଏନ୍.ଏମ୍.): ଜିଲ୍ଲାରେ କୋଭିଡ ମହାମାରୀ ତଥା ୟାସ ବାତ୍ୟା ମୁକବିଲା ନିମନ୍ତେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟେହ ତତ୍ତ୍ୱାବଧାନରେ ପ୍ରଶାସନିକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଜିଲ୍ଳାପାଳଙ୍କ ନିଦେ୍ର୍ଧଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ…

ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

କଟକ (ଏନ୍.ଏମ୍.) : ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ସ୍ୱର୍ଗତ ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ମହାନଦୀ ବିହାରସ୍ଥିତ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା…

ମୁଖ୍ୟମନ୍ତ୍ରୀ କେଜିରୱାଲଙ୍କ ଘୋଷଣା ଦିଲ୍ଲୀରେ ଆରମ୍ଭ ହେବ ତାଲା ଖୋଲିବା ପ୍ରକ୍ରିୟା
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ସ୍ୱାସ୍ଥ୍ୟ

ମୁଖ୍ୟମନ୍ତ୍ରୀ କେଜିରୱାଲଙ୍କ ଘୋଷଣା ଦିଲ୍ଲୀରେ ଆରମ୍ଭ ହେବ ତାଲା ଖୋଲିବା ପ୍ରକ୍ରିୟା

ନୂଆଦିଲ୍ଲୀ(ଏଜେନ୍ସି): ରାଜଧାନୀ ନୂଆଦିଲ୍ଲୀ ପ୍ରଥମେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ଅଣାୟତ ପରିସ୍ଥିତି ସୃଷ୍ଟି ହେବାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି କରାଯାଇଥିଲା । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି…

କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ

କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏବଂ ଅନ୍ୟତମ ଫାର୍ମା କମ୍ପାନୀ ଡକ୍ଟର ରେଡିସର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା କମ୍ପାନୀ ପକ୍ଷରୁ ରଖାଯାଇଛି ।…

ବାତ୍ୟା ୟାସରେ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶା ଦୀର୍ଘ ସୂତ୍ରୀ ବ୍ୟବସ୍ଥା ପାଇଁ ଦାବି ଉଠାଇଲେ ନବୀନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ବାତ୍ୟା ୟାସରେ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶା ଦୀର୍ଘ ସୂତ୍ରୀ ବ୍ୟବସ୍ଥା ପାଇଁ ଦାବି ଉଠାଇଲେ ନବୀନ

୫୦୦କୋଟି ଟଙ୍କାର ସହାୟତା ଘୋଷଣା କଲେ ନରେନ୍ଦ୍ର ମୋଦୀ ଭୁବନେଶ୍ୱର (ଏନ୍.ଏମ୍.): ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚô ସମୀକ୍ଷା ବୈଠକରେ…

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ କଟକ (ଏନ୍.ଏମ୍.): କଟକ ସହରରେ ଜନବସତି ମଧ୍ୟରେ ଗୋଟିଏ ହରିଣ ବୁଲୁଥିବା ଦେଖିବାକୁ ମିଳିଛି । କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏହି ହରିଣ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ହରିଣଟି…

କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି

କଟକ(ଏନ୍.ଏମ୍.): କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଅଧିନସ୍ଥ ବିଭିନ୍ନ ଥାନାରେ କାର୍ଯ୍ୟରତ ୧୧ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ସେମାନଙ୍କ ସ୍ଥାନରେ ନୂତନ ଥାନାଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ, ଓଲଟପୁର ଥାନାର…