ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ
ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ବଦଳି ମଧ୍ୟରେ ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର, ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦେଶକ, ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପଶ୍ଚିମ ଓଡ଼ିଶା ବିକାଶ…












