ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ
ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ କଟକ (ଏନ୍.ଏମ୍.): କଟକ ଜିଲ୍ଲା ମୁଣ୍ଡୁଳି ନିଟକରେ ଆଜି ମହାନଦୀରୁ ଏକ ବିରାଟକାୟ ମାଛ ଧରା ହୋଇଥିବା ଦେଖିବାକୁ ମିଳିଛି । ତେବେ ସେହି ମାଛଟିକୁ ଦେଖିବା ପାଇଁ ଅଞ୍ଚଳର ବହୁ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଏହି ମାଛର ଓଜନ ୩୫କିଲୋଗ୍ରାମରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି । ଖବର ନେବାରେ ଜଣାପଡ଼ିଛି ଯେ, ମୁଣ୍ଡଳି ଆନିକଟ ନିକଟରେ ମତ୍ସ୍ୟଜୀବୀ ଭୀମସେନ…
