ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍
ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍ #ଭୁବନେଶ୍ୱର (ଏନ୍.ଏମ୍.): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଇନ୍ଫୋସିଟି ପୁଲିସ ୪ ଦିନିଆ ରିମାଣ୍ଡରେ ନେବ । ଆସନ୍ତାକାଲି ଠାରୁ ସେମାନଙ୍କୁ ପୁଲିସ୍ ରିମାଣ୍ଡରେ ନେବ ବୋଲି…












