ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର
ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେଣୁ ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବେ । ଅବସର ନେଇ ଗୃହ ବିଭାଗ…












