ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ
ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ କଟକ(ଏନ୍.ଏମ୍.): ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ୱାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ପ୍ରଥମେ ନିଜ ହ୍ୱାଟ୍ସଆପ ଆକାଉଣ୍ଟର…












