Month: October 2021
ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ
ପିଆଇବି ଓ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସାମ୍ବାଦିକ ସମ୍ମିଳନୀ: ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କାର୍ଯ୍ୟ ସ୍ୱାଧୀନତା ସଂଗ୍ରାମରେ ଏକ ଆକର୍ଷଣୀୟ ଅଧ୍ୟାୟ କଟକ(ଏନ୍.ଏମ୍.): ଦେଶ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀକି ଅମୃତ ମହୋତ୍ସବ ଅନୁଷ୍ଠିତ ହେଉଛି ।…
କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧
କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ କୋଣାର୍କ (ଏନ୍.ଏମ୍.): କଳା ଓ ସଂସ୍କୃତିର ସଙ୍ଗମ ସ୍ଥଳି ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ରରେ ପଦ୍ମଶୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନବଦ୍ୟ କଳାନୁଷ୍ଠାନ ‘କୋଣାର୍କ ନାଟ୍ୟମଣ୍ଡପ’ । ଏହି ଅନୁଷ୍ଠାନର…
ରାଜଧାନୀରେ ସେକ୍ସ ର୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ
ରାଜଧାନୀରେ ସେକ୍ସ ର୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ ଭୁବନେଶ୍ୱର(ଏନ୍.ଏମ୍.): ରାଜଧାନୀ ଭୁବନେଶ୍ୱର ଏବେ ସେକ୍ସର୍ୟାକେଟର ଅଭୟାରଣ୍ୟ ପାଲଟିଛି । କମିଶନରେଟ ପୁଲିସ ପକ୍ଷରୁ ଏହାକୁ ଅଙ୍କୁଶ ଲଗାଇବା ପାଇଁ ବହୁ ଉଦ୍ୟମ କରୁଥିଲେ ମଧ୍ୟ ଅସାଧୁ ବ୍ୟକ୍ତିମାନେ ନୂଆନୂଆ ତରିକାରେ ଦେହ ବ୍ୟବସାୟ ଚଳାଇଛନ୍ତି ।…
ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ
ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ ଏଣିକି ଏସସିବିରେ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର #କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଜନସାଧାରଣଙ୍କୁ ଚିକିତ୍ସା କ୍ଷେତ୍ରରେ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ନୂତନ ଭାବେ ୨ଟି ବିଭାଗ ଉଦ୍ଘାଟନ ହୋଇଯାଇଛି…
ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ
ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ ୬ରେ ଭସାଣି, ଗୋଟିଏ ଘଣ୍ଟ ବଜାଇବାକୁ ଅନୁମତି କଟକ(ଏନ୍.ଏମ୍.): ଗତବର୍ଷ ଚଳିତବର୍ଷ ମଧ୍ୟ କରୋନା ଯୋଗୁ କଟକ ସହରରେ ଅନ୍ୟାନ୍ୟ ପୂଜା ପାର୍ବଣ ଭଳି ନିରାଡମ୍ବରଭାବେ ପାଳନ କାଳିପୂଜା ପାଳନ କରାଯିବ । ଦୁର୍ଗାପୂଜା ଭଳି ସବୁ ମଣ୍ଡପରେ…
ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ
ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ କଟକ(ଏନ୍.ଏମ୍.): ଜାତୀର ଜନକଙ୍କ ସାବରମତୀ ଆଶ୍ରମରେ କେନ୍ଦ୍ର ସରକାର ଗୁଜରାତ ଓ ଭାରତ ସରକାର ଆଧୁନିକୀକରଣ କରିବା ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ…
ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କଟକ(ଏନ୍.ଏମ୍.): କରୋନା ମହାମାରୀ ଯୋଗୁ ସ୍ଥଗିତ ରହିଥିବା ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଦର ସମଗ୍ର ରାଜ୍ୟରେ ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟର ସବୁ ଅଞ୍ଚଳର ଗାଁ ଓ…
ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି
ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି କଟକ(ଏନ୍.ଏମ୍.): ଓଡିଶାରେ ନବଯୁଗର ସାମ୍ୟବାଦୀ ଆନ୍ଦୋଳନର ଭଗିରଥ, ଓଡିଆ ପ୍ରଗତିଶୀଳ ସାହିତ୍ୟେର ମାକ୍ସର୍ବାଦୀ ଚେତନାର ପ୍ରବତ୍ତର୍କ ତଥା ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି…
ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ
ଥାନାରେ ଧସେଇ ପଶିବା ଅଭିଯୋଗ: ବିଜେପି ନେତା ବିଜୟ ଦଳବେହେରାଙ୍କ ସମେତ ୩ ଗିରଫ ଆଠଗଡ଼ (ଏନ୍.ଏମ୍.): ବିକ୍ଷୋଭ ପ୍ରଦର୍ଶନ ବେଳେ କଟକ ଜିଲ୍ଲା ନରସିଂହପୁର ଥାନାରେ ଧଶେଇ ପଶିବା ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପି ନେତା ବିଜୟ କୁମାର…
ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ
ଚୌଦ୍ୱାର ଭସାଣଯାତ୍ରା ଅବସରରେ ବନ୍ଧୁ ମିଳନ ଓ ଆମ ଚୌଦ୍ୱାର ଉନ୍ମୋଚନ ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାରରେ ଅନୁଷ୍ଠିତ ପ୍ରସିଦ୍ଧ ରୂପଯାତ୍ରା ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ୍ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ…
ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା
ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ ଧାରଣା ଓ ପ୍ରତିବାଦ ସଭା ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳ ର ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଏବଂ ନୂତନ ଗ୍ରୀଡ଼ ସ୍ଥାପନ ଦାବିରେ 'ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ସ୍ଥାନୀୟ ଜଗତପୁର ଗୋଲେଇଛକ ସ୍ଥିତ…












