ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡେଇଁଲେ ଯୁବକ
ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡେଇଁଲେ ଯୁବକ କଟକ(ଏନ୍.ଏମ୍.): କଟକ ମୁଣ୍ଡଳୀ ବ୍ରିଜ ଉପରେ ଆଜି ଅପରାହ୍ନରେ ପୁଣି ଏକ ଅଘଟଣ ଘଟିଛି । ଜଣେ ଯୁବକ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀର ଓଡ୍ରାଫ ଟିମ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ନଦୀକୁ ଡିଆଁ ମାରିବାର କାରଣ ଜଣାପଡ଼ିନଥିଲେ…
