ବିଉଟିଫୁଲ ମାଇଣ୍ଡସ୍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା
ବିଉଟିଫୁଲ ମାଇଣ୍ଡସ୍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା ଚିକାଗୋ (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ‘ବିଉଟିଫୁଲ୍ ମାଇଣ୍ଡସ୍ ୟୁଥ୍ ମେଣ୍ଟରିଂ ଫାଉଣ୍ଡେସନ’ ତରଫରୁ ନିକଟରେ ଏକ ଆନ୍ତର୍ଜାତିକ ବାଳୁତ କର୍ମଶାଳା ଆୟୋଜନ କରାଯାଇଥିଲା । ଅନ୍ଲାଇନ୍ ଯୋଗେ ଅନୁଷ୍ଠିତ ଏହି ମେଣ୍ଟରିଂ କାର୍ଯ୍ୟକ୍ରମରେ ଆମେରିକା, କାନାଡ଼ା ଓ…












