କାଠଯୋଡ଼ି ନଦୀରେ ଭାସି ଜଣେ ନିଖୋଜ ଓ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର
କାଠଯୋଡ଼ି ନଦୀରେ ଭାସି ଜଣେ ନିଖୋଜ ଓ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର କଟକ(ଏନ୍.ଏମ୍.): କଟକ ଜିଲ୍ଲା ବାରଙ୍ଗ ନିକଟରେ କାଠଯୋଡ଼ି ନଦୀରେ ଭାସି ଯାଇ ୨ ଜଣ ପିଲା ନିଖୋଜ ହୋଇ ଯାଇଛନ୍ତି । ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…



