କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା: ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ
କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ କଟକ(ଏନ୍.ଏମ୍.): କଟକ ସହରରେ ସିଏମସି ଅଧିନରେ ଥିବା ଦୋକାନ ଘରର ରକ୍ଷଣା ବେକ୍ଷଣ କରିବାରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଅନେକ ଦୋକନ ଘର ଆଜି…



