୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ
୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କ୍ୟାଟରିଂ ବ୍ୟବସାୟୀ ଭୁବନେଶ୍ୱର(ଏନ୍.ଏମ୍.): ବିବାହ, ବ୍ରତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ୨୫ ନୁହେଁ ୩୦୦ ଲୋକଙ୍କୁ ଅନୁମତି ଦେବା ଦାବିରେ ଆଜି କ୍ୟାଟରିଂ ବ୍ୟବସାୟୀ ସଂଘ ଓହ୍ଲାଇଛି ରାଜରାସ୍ତାକୁ । ରାସ୍ତାରେ ହାଣ୍ଡି, ଡେକଚି,…












