ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼
ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼ ଭୁବନେଶ୍ୱର (ଏନ୍.ଏମ୍.): ଲଜ୍ଜା ! ଘୋର ଲଜ୍ଜା!! ସମ୍ପ୍ରତି ନାରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଠାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପର୍ଯ୍ୟନ୍ତ ଦୁନ୍ଦୁଭି ବଜାଉଥିବାବେଳେ ନାରୀ ଉପରେ ଚାଲିଥିବା ଅତ୍ୟାଚାରର ବିଷୟ ଗୋଟିଏ ପରେ ଗୋଟିଏ ବଢ଼ିଚାଲିଛି । ସରକାର ଓ ପ୍ରଶାସନର ଶତଚେଷ୍ଠା ସତ୍ତ୍ୱେ ନାରୀ ଆଜି ଅସହାୟ ହୋଇପଡ଼ିଛି । ଯେଉଁ ଦେଶ ନାରୀ ପାଇଁ ସ୍ୱତନ୍ତ୍ର ସମ୍ମାନ ଦେଇ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି…
