କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ କଟକ (ଏନ୍‌.ଏମ୍‌.): କଟକ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ନେବା ପରେ ବିଭିନ୍ନ ଷ୍ଟେସନ ମାନଙ୍କରେ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ଆଧୁନିକକରଣ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଖୋର୍ଦ୍ଧା ରୋଡ ଡିଆରଏମ…

Read More

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଦୁର୍ଗକୁ ନବୀକରଣ କରିବା ନେଇ ଗତକାଲି ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କଟକର ହଜାର ବର୍ଷର ଗର୍ବ ଓ…

Read More

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା ବାଲେଶ୍ୱର/କଟକ(ଏନ୍‌.ଏମ୍‌.): ବ୍ୟବଛେଦ ପରେ ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ହସ୍ତାନ୍ତର ହୋଇଛି । ତେବେ ବ୍ୟବଛେଦ ସମୟରେ ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି । ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି । ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ…

Read More

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଭୁବନେଶ୍ୱର (ଏନ୍‌.ଏମ୍‌.): ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ ଓ ସାମଗ୍ରିକ କଲ୍ୟାଣ ପାଇଁ ଅଭିପ୍ରେତ ବୋଲି ଏହାର ଜାତୀୟ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମତ ପ୍ରକାଶ କରିଛନ୍ତି । ଭାରତର ସମସ୍ତ ସାମ୍ବାଦିକ…

Read More

ହାଇଦରର ଖେଳ ଖତମ: ଏନକାଉଟର ଯୋଗୁଁ ମୃତ୍ୟୁ ବାଲେଶ୍ୱର/ କଟକ(ଏନ୍‌.ଏମ୍‌.): ଏନ୍ କାଉଣ୍ଟର ଯୋଗୁଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଆଜି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ଯାଉଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ତେବେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା । ହାଇଦର ଷ୍ଟ୍ରେଚରରେ ପଡ଼ିରହିଥିବାବେଳେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ କଡ଼ା ସୁରକ୍ଷା…

Read More

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର

ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର କଟକ(ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଛି । ପରିସ୍ରା ବାହାନାରେ ସେ ଖସିଯିବାକୁ ଚେଷ୍ଟା କରିଥିବାବେଳେ ସାଥିରେ ଥିବା ଏସ୍କଟ ପୁଲିସ ଗୁଳି ମାରିବାକୁ ବାଧ୍ୟ ହୋଇଥିଲା । ହାଇଦର ଚୌଦ୍ୱାର ଜେଲରେ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ପୁଲିସ କବ୍‌ଜାରୁ ଖସି ପଳାଉଥିବା ବେଳେ ହାଇଦର ଏନକାଉଣ୍ଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି…

Read More

ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ

ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ ନରସିଂହପୁର (ଏନ.ଏମ): ରାଜ୍ୟରେ ଏବେ ଦୁର୍ନୀତି ବୃଦ୍ଧି ପାଇଥିବାବେଳେ ଏହାକୁ ନିବାରଣ କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ନରସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଟୀର ଅର୍ଥ ଅନିୟମିତତାକୁ ନେଇ କଟକ ଭିଜିଲାନ୍ସ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ମା’ ପ୍ରଗଳା ସ୍ୱୟଂ ସହାୟକ…

Read More

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର

ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର ଚୌଦ୍ୱାର (ଏନ୍‌.ଏମ୍‌.): ସମ୍ପ୍ରତି କରୋନା ଚିକିତ୍ସା ପାଇଁ ରକ୍ତର ଯଥେଷ୍ଟ ଆବଶ୍ୟକତା ଥିବାବେଳେ ରକ୍‌ତ ସଂକଟ ସୃଷ୍ଟି ହୋଇଛି । ବିଶେଷ କରି ପୋଷ୍ଟ କୋଭିଡ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବାବେଳେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ମିଳୁନାହିଁ । ତେଣୁ ଏହି ରକ୍ତ ସଂକଟକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ହିନ୍ଦୁସେନା । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର ସ୍ଥିତ କୟଳପଡ଼ା ଗ୍ରାମପଞ୍ଚାୟତ ବାଲୁଙ୍କେଶ୍ୱର ମନ୍ଦିର…

Read More

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କୋଭିଡ଼୍ କଟକଣା ନିୟମାନୁଯାୟୀ କଟକ ସି.ଡି.ଏ.ସ୍ଥିତ ସଂଘ କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ଥ ଠେଙ୍ଗଡ଼ୀଜୀ ଶ୍ରମିକମାନଙ୍କୁ ଶୃଙ୍ଖଳିତ ଏବଂ ସଂଗଠିତ କରି ଶ୍ରମିକମାନଙ୍କୁ ନ୍ୟାୟ ଦେବାପାଇଁ ମଧ୍ୟପ୍ରଦେଶର ଭୋପାଳଠାରେ ଭାରତୀୟ…

Read More

ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ, ମାଲିକଙ୍କ ନାଁରେ ଅଭିଯୋଗ ଟାଙ୍ଗୀ(ଏନ୍‌.ଏମ୍‌.): ଜନସେବା କେନ୍ଦ୍ର ଖୋଲି ଆଧାର ସେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି । ନୂତନକରି ଆଧାର ପଞ୍ଜିକରଣ ଓ ୫/୧୫ବର୍ଷ ପରେ ଅନିର୍ବାଯ୍ୟ ବାୟୋମେଟ୍ରିକ ନବୀକରଣ ନିମନ୍ତେ ସରକାର ନିଶୁଳ୍କ ବ୍ୟବସ୍ଥା ଲାଗୁ କରିଥିବାବେଳେ ଆଧାର କାର୍ଡ଼ରେ ଯେ କୌଣସି ପ୍ରକାର ସଂଶୋଧନ ନିମନ୍ତେ ୫୦ଟଙ୍କା ଓ ରଙ୍ଗୀନ ପ୍ରିଣ୍ଟ ବାହାର କରିବା ନିମନ୍ତେ ୩୦ଟଙ୍କା ଶୁଳ୍କ…

Read More

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ କଟକ(ଏନ୍‌.ଏମ୍‌.): ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପି ସ୍ତରରେ ପଦୋନ୍ନତି ଦିଆଯାଇ ଆଜି ବଦଳି ହୋଇଛି । ଅତିରିକ୍ତ ଏସ୍‌ପି କେଦାରନାଥ ସାହୁଙ୍କୁ ଉଦଳାରୁ କମିଶନରେଟ ପୁଲିସ, ଅତିରିକ୍ତ ଏସ୍‌ପି ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର, ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ଡେଙ୍କୁ କେନ୍ଦ୍ରାପଡ଼ା, ଅତିରିକ୍ତ ଏସ୍‌ପି…

Read More

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ : ବିବାହର ୮ ମାସ ପରେ ଥାନାରେ ମାମଲା

ଗୋଲକ ଧନ୍ଧାରେ ପତି, ପତ୍ନୀ ଓ ଟାଟୁ ବିବାହର ୮ ମାସ ପରେ ଥାନାରେ ମାମଲା କଟକ(ଏନ୍‌.ଏମ୍‌.): ଫେସବୁକ୍ ଚାଟିଂରୁ ପ୍ରେମ, ଏହାପରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହୋଇଗଲେ ଜୀବନସାଥୀ । ହେଲେ ବେଶୀଦିନ ରହିଲାନି ମଧୁର ସମ୍ପର୍କ । ଏବେ କିନ୍ତୁ ସମ୍ପର୍କରେ ଦେଖାଦେଇଛି ଫାଟ । ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର…

Read More